
ଓଡ଼ିଶା ଗୋପାଳ ସମାଜ ଆପଣଙ୍କ ଅଞ୍ଚଳର ଗୋପାଳ ପରିବାର, ସାମାଜିକ ସୋସାଇଟିର ଗଠନ।
ଗୋପାଳ ଜାତିର ପରମ୍ପରାର, କାଠିଲଉଡିର କଳାକାର ଭାଇମାନଙ୍କର ନାଚଗୀତ ପୋଗ୍ରାମ।
ଆମ ଗୋପାଳ ଘରର ପିଲାମାନଙ୍କ ସହିତ ମିଳିମିଶି ଚଳିବା ଆମର ଲକ୍ଷ୍ଯ। ଗୋଟିଏ ଜାତିର
ଲକ୍ଷ୍ଯ ଲକ୍ଷ୍ଯ ଗୋପାଳ ଭାଇମାନଙ୍କର ମୁହଁର ହସ ଫୁଟାଇ ଆଣିବାକୁ ଚେଷ୍ଟିତ। ଜୟ ଶ୍ରକୃଷ୍ଣ।
