ଓଡ଼ିଶା

କଟକ ୨୮୵୧ପଦୂଷଣ ସାଟିର୍ଫିକେଟ ନଥିଲେ ବି ତେଲ ଟାଙ୍କିରେ ତେଲ ପକାଇବାର କୌଣସି ଅସୁବିଧା ହେବନାହଁ।

ଚାଲାଣ କଟାଯାଇ ଥିଲେ ବି ତେଲ ପକାଇ ବାରେ ବନ୍ଦ ହେବେନହିଁ। ଏ ନେଇ ରାଜ୍ୟ ସରକାର ମାନ୍ୟବର ହାଇକୋର୍ଟୁଙ୍କୁ

ଅବଗତ କରାଇଛନ୍ତି। ଓଡ଼ିଶାବାସୀଙ୍କୁ ପରିବହନ ପୋର୍ଟାଲରେରହିଥିବା ଆଇନ ତୁରନ୍ତ ସଂଶୋଧନ ନିମନ୍ତ

ହାଇକୋର୍ଟ କହିଛନ୍ତି ।ଏହା ଓଡ଼ିଶାର ସମସ୍ତ ଜନସାଧାରଣ ମନରେ ଖୁସି ଅନୁଭବ।

Tags :

Recent Posts

Leave a Reply

Your email address will not be published. Required fields are marked *

editors picks

Top Reviews