ଆଜି ତା୨୮,୧,୨୦୨୬,ବୁଧବାର ଧାନକିଣା ,ଯାନବାହାନ ପୂଦୂଷଣ ସାଟିର୍ଫିକେଟ, ଟାଟା ପାୱାର କମ୍ପାନୀର ମନମୂଖୀ ବିଦ୍ୟୁତ
ମିଟର ବନ୍ଦ ପ୍ରତି ବାଦ କରି ନବ ନିର୍ମାଣ କୃଷକ ସଂଗଠନ ଆହ୍ବାନ କ୍ରମେ ସବୁଆଡେ। ବନ୍ଦର ପ୍ରଭାବ ଦେଖିବାକୁ
ମିଳିସୁ।ଶହ ଶହ ଗାଡି ରାସ୍ତା ଉପରେ ଅଟକି ରହିଛି।ସକଳା ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତେ ଏମିତି ଦେଖିବାକୁ
ମିଳିବ।
