ଆଜି ତା-୨୫,୧,୨୬,ରବିବାର ଖଣ୍ଡ ଗିରି ମେଳା ଆରମ୍ଭ। ହଜାର ହଜାର ବାବାସାଧୁସନ୍ଥ ମାନେ
ଦୂର ଦୁରାନ୍ତରୁ ଆସିଛନ୍ତି। ପୁରାଣ ଯୂଗରକଥା ମହାପ୍ରଭୁ ଶ୍ରୀକୃଷ୍ଣ ପୂତ୍ର ଶାମ୍ବ କୋଷ୍ଠ ରୋଗରୁ
ମୁକ୍ତି ନିମନ୍ତ ଏହି ପାହାଡରେ ସୂର୍ଯ୍ୟଙ୍କୁ ତପସ୍ୟା କରିଥିଲେ।ହଜର ହଜାର ଭକ୍ତଙ୍କ ସମାଗମ।
ଖଣ୍ଡଗିରି ମେଳା ଯାତ୍ରାର ଶୁଭାରମ୍ଭ ହୁଏ। ଓଡ଼ିଶାବାସୀଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମ
ମୂଖ୍ଯ ଆକର୍ଷଣ ବିଭିନ୍ନ ଯାତ୍ରାର କଳାକାର। ଓଡ଼ିଶାର ଏତିହ୍ଯ ସଂସ୍କୃତି ଆମେ ଓଡିଆ ।
