ଓଡ଼ିଶାରେ ଗୋପାଳ ସମାଜ, ଗାଇ,ମଇଁଷିର ପାଳନ କରନ୍ତି। ଗୋପାଳ ଜାତିର କୌଳିକ ବୃତ୍ତି।
ଗୋପାଳ ଜାତିର ଜାତିଭିତ୍ତିକ ସଂଗଠନ। ପ୍ରତ୍ୟେକ ଦିନ ସେମାନଙ୍କ ଜୀବନ ଜୀବିକାର କଥା।
ମଇଁଷ ପ୍ରତ୍ୟେକ ଦିନ ପାଣିରେ ପଶିଥାଏ। ଗୋପାଳ ଭାଇମାନେ ଖରା ବର୍ଷା ଶୀତ ଦିନ ସବୁଆଡେ
ଗାଇ ମଇଁଷି ଚରାଇବାକୁ ନେଇଯାଆନ୍ତି ।