ଜୟ ଶ୍ରୀ କୃଷ୍ଣ ଜୟ ଗୋପଳ ଭଗବାନ ଦ୍ଵାପର ଯୁଗରେ ଘୋର ବରଷାକାଳ କଂଶ ବନ୍ଦୀ ଶାଳେ ଜନ୍ମ ହୋଇ ଥିଲେ |
ପିତା ବସୁଦେବ ମାତା ଦେବକୀ ଭୟ ରେ ଡ଼ରୁଥାନ୍ତି |ଭଗବାନ ଶ୍ରୀହରି ନାରାଯଣ ମାୟା ଧର ନିଳମୟ ଜଗତଠାକୁର
ଅପର କରୁଣା ,ଏମିତି ମାୟା ଭିଆଏଲେ ସବୁ ଲୁହାର କବାଟ ଖୋଲି ଗଲା |ଜଗୁଆଳି ଶୋଇ ପଡିଲେ |
ଶ୍ରୀ କୃଷ୍ଣ ପିତା ବସୁ ଦେବ ଗୋପ ପୁର ଗଲେ ;ଯମୁନା ନଦୀ ପରାହୋଇ ନଂଦ ଘରେ ରହିଲେ |ଜନ୍ମାଷ୍ଟମୀ ପର୍ବ
ପାଳନ କରାଯାଏ |
