
ଓଡ଼ିଶାର ସମସ୍ତ ଜନସାଧାରଣ ଗୁରୁଜନ ବଡଭାଇ ମାଆ ଓ ଭଉଣୀମାନଙ୍କ ଆଶୀର୍ବାଦ ରହିଥାଉ।
ଆଜି ସବୁଆଡେ ମିଳିତ ଭାବରେ ଭଜନକୀର୍ତ୍ତନ ଚାଲିଛି। ଓଡ଼ିଶାବାସୀଙ୍କ ନାମ ସଂକୀର୍ତ୍ତନ ଧର୍ମୟ ଭାବନା। ମନ୍ଦିର, କଳସ ଯାତ୍ରାର ଶୁଭାରମ୍ଭ କଲେ ଆଗ କିର୍ତ୍ତୀନ ମଣ୍ଡଳୀ ଆବଶ୍ୟକ।
ଜଗନ୍ନାଥ ମହାପ୍ରଭୁଙ୍କ ଅପାର କରୁଣା ,ଆଗରୁ ଘରେ ନାରୀମାନେ ରହିଥଲେ। ବର୍ତ୍ତମାନ ସବୁଆଡେ ପଛକଥା ଭୁଲି ଗାଁର ସବୁ ଆଡେ ଭଜନକୀର୍ତ୍ତନ ଚାଲିଛି। ଜୟ ଜଗନ୍ନାଥ।
