ଆଜି ବିଶ୍ଵ ରେଡିଓ ଦିବସ

ଆଜି ବିଶ୍ଵ ରେଡିଓ ଦିବସ ପାଳନ। ଗାଁରୁ ସହର ସଭିଙ୍କ ଆଦର ଆକାଶବାଣୀ।ବହୁ ଜନ ହିତାୟା ବହୁଜନ ସୁଖାୟା ଘରେ ଘରେ ପରିଚିତ ରେଡିଓ। ଲକ୍ଷ ଲକ୍ଷ ଶ୍ରୋତାଙ୍କ ଅଦି ଆଦର,ସମସ୍ତଙ୍କ ଅତି ପ୍ରାଚୀନ ଆକାଶ ବାଣୀ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ। ଗାଁର ଏବେ ସମସ୍ତଙ୍କ ଅତି ପରିଚିତ ରେଡିଓ।

ସମାଜର ପ୍ରତିଷ୍ଠିତ ଘରେ ଘରେ ପରିଚିତ, ଦେଶ,ବିଦେଶ, ଶିକ୍ଷା, ଗମନାଗମନ, ରାଜ୍ୟର ଖବର, ସହର ବିଜ୍ଞାପିତ ଅଞ୍ଚଳ ଖବର,ପଞ୍ଚାୟତ ଖବର,କୃଷି ଓ କୃଷକ, ବାଣିଜ୍ଯ ଦ୍ରବ୍ଯ, ରାଜନୀତି, ପାଣିପାଗ, ବୈଷୟିକ ବିଜ୍ଞାନ ,ଖେଳ,ନାରୀ,ସମାଜର ପ୍ରତ୍ୟେକ ଖବର ଆପଣଙ୍କ ଆଗରେ ରେଡିଓରେ ଖବର ମିଳିଥାଏ। ୧୯୯୯ ମସିହାର ମହାବାତ୍ୟାର ସବୁ ଖବର ରେଡିଓ ଆଗ ମିଳିଥାଏ। ବିଦ୍ୟୁତ ନଥିଲେ ବି ରେଡିଓ ଷ୍ଟେସନ ଚିଲିଥାଏ।

Tags :

Recent Posts

Leave a Reply

Your email address will not be published. Required fields are marked *

editors picks

Top Reviews