ଆଜି ଶ୍ରୀ କ୍ଷେତ୍ର ଧାମ ପୁରୀଜିଲ୍ଲାର ପଭୁ ଲୋକନାଥ ମହାଦେବ ମନ୍ଦିର ପଙ୍କୋଦ୍ଧାର ଏକାଦଶୀର
ପ୍ରତି ବର୍ଷ ଏହିଦିନ ଭଗବାନ ଲୋକନାଥ ମନ୍ଦିର ଭିତରେ ରହିଥିବା ସବୁ ପଙ୍କ ,ଭକ୍ତ ମାନଙ୍କ ପକାଇଥିବା ଦାନ,ଅମୂଲ୍ଯ ଧନ
ମିଳିଥାଏ। ପଭୁ ଜଗନ୍ନାଥ ମହାପ୍ରଭୁଙ୍କ ଭଣ୍ଡାର ଘର ମାଳିକ ହେଲେ ପଭୁ ଲୋକନାଥ।
ମାଳାକାରେ ବର୍ଣ୍ଣନ କରାଯାଇଛି। ସକାଳେ ଠାକୁରଙ୍କ ସେବାୟତଙ୍କ ସାହାଯ୍ଯରେ ପଙ୍କୋଦ୍ଧାର କାମ କରାଯାଏ।
ଭକ୍ତିର ଠାକୁର। ଆପେ ଦେବେ ନ ହେଲେ କୋପେନହଗେନ ଦେବ। ପଭୁ ଲୋକନାଥ ମନ୍ଦିର
ବହୁ ପୂରାତନ ମନ୍ଦିର। ହଜାର ହଜାର ଭକ୍ତ ମାନଙ୍କ ସମାଗମ। ଜୟ ଜଗନ୍ନାଥ।
