କଂଗ୍ରେସ ନେତା କାହ୍ନୁଚରଣ ଲେଙ୍କା ଆଜି ଇହଲୀଳା ସମ୍ବରଣ କରିଛନ୍ତି

ଓଡ଼ିଶାରେ ବରିଷ୍ଠ କଂଗ୍ରେସ ନେତା କାହ୍ନୁଚରଣ ଲେଙ୍କା ଆଜି ଇହଲୀଳା ସମ୍ବରଣ କରିଛନ୍ତି। ଓଡ଼ିଶାର ବହୁବାର ଲୋକ ସଭା MP, ଓଡିଶା ବିଧାନସଭାରେ ବିଧାୟକ ହୋଇଥିଲେ। ଭାରତ ସରକାରଙ୍କ ରୋଳ ବିଭାଗରେ ମନ୍ତ୍ରୀ ହୋଇଥିଲେ। ଓଡିଶାରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ତାଙ୍କ ମୃତ ଓଡିଶାର ସମସ୍ତ ଜନସାଧାରଣ ଦୁଃଖ ପ୍ରକାଶ କରିଛନ୍ତି।

Tags :

Recent Posts

Leave a Reply

Your email address will not be published. Required fields are marked *

editors picks

Top Reviews