ଭାରତର ବୁଲବୁଲ ସରୋଜିନୀ ନାଇଡୁଙ୍କ ଫେବୃଆରୀ ଆଜି ଜନ୍ମଦିନ

ସ୍ବାଧୀନତା ସଙ୍ଗମୀ, ବଶିଷ୍ଟ ଲେଖିକା ,ଭାରତର ବୁଲବୁଲ ସରୋଜିନୀ ନାଇଡୁଙ୍କ ଫେବୃଆରୀ ୧୩ ଆଜି ଜନ୍ମଦିନ। ଭାରତର ସବୁ ରାଜ୍ଯରେ ଆଜି ସରୋଜିନୀ ନାଇଡୁଙ୍କ ଜନ୍ମଦିନ ପାଳନ କରାଯାଏ।

ଓଡ଼ିଶା ରାଜ୍ୟରେ ବହୁ ସାମାଜିକ ସୋସାଇଟି,ସଂଗଠନ, ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନରେ ସରୋଜିନୀ ନାଇଡୁଙ୍କୁ ଭକ୍ତିଭୃତ ଶ୍ରଦ୍ଧାଜଂଳି ଦିଆଯାଇଛି।ପିଲାଟି ଦିନରୁ ବିଭିନ୍ନ ପ୍ରତିଭାର କୃତ୍ତିତ୍ଵ ହାସଲ କରିଥିଲେ। କବିତା,ଲେଖା,ଇଂରେଜମାନଙ୍କ ରାଜୁତିର ବିରୋଧ ସୁନ୍ଦର ଭାଷଣ ପ୍ରଦାନ କରନ୍ତି। ଜାତୀୟସ୍ତରର ଭାଷଣ ଅତି ଉଚ୍ଚ କୋଟୀର ଥିଲା । ହଜାର ହଜାର ଦର୍ଶକ ଅନାଇ ରହନ୍ତି। ଛୁଆ ଅଛୁଆ ଭେଦ ଭାବ ଦୂର କରିଥିଲେ।ସମାଜରେ ନାରୀମାନଙ୍କ କିପରି ଆଗଭର ହୋଇ ସମସ୍ତଙ୍କର ପାଖରେ ଠିଆ ହେବ ତାଙ୍କର ମୂଳ ଲକ୍ଷ୍ଯ। ମହାନ ବ୍ୟକ୍ତିଙ୍କ ସହିତ ସଭା ସମିତି ରହି ସବୁବେଳ ଭାରତ ମାତାର ସନ୍ତାନ ଏକତ୍ରୀତ ହୁଅ। ଆହ୍ବାନ ଦେଉଥିଲେ। ଆଜି ତାଙ୍କର ଜନ୍ମ ଦିନ ପାଳନ।

ଜୟ ଗୋପାଳ ଓଡ଼ିଶା ନିୟୁଜ ପରିବାର ତରଫରୁ ଭକ୍ତିପୂତ ଶ୍ରଦ୍ଧାଜଂଳି ।

Tags :

Recent Posts

Leave a Reply

Your email address will not be published. Required fields are marked *

editors picks

Top Reviews