ଏବର୍ଷ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରାର ଲକ୍ଷ ଲକ୍ଷ ଭକ୍ତ ସମାଗମ। ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ହେବ।
ଭାରତର ସମସ୍ତ ରାଜ୍ଯରୁ ଲୋକମାନେ ଆସନ୍ତି। ଜାତି ଧର୍ମ ବର୍ଣ୍ଣ ସମସ୍ତଙ୍କର ସହଯୋଗ ରହିଥାଏ।
ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ୯ଦିନ ଲାଗି ଶ୍ରୀ ମନ୍ଦିର ଛାଡି ଗୁଣ୍ଡିଚାଘର ଯାଇଥାନ୍ତ । ହଜାରହଜାର
ସାଧୁସନ୍ଥ ମାନଙ୍କର ଏକତ୍ରୀତ ହୋଇ ବଡ ଦାଣ୍ଡରେ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଆନ୍ତି।
ପଶାସନ ତରଫରୁ ବିଭିନ୍ନ ପ୍ରକାରର ସ୍ଵତନ୍ତ୍ର ସୁବିଧାସୁଯୋଗ କରିଥାନ୍ତି ।ବହୁତ ପ୍ରାଚୀନ ପୁରାଣ ବର୍ଣ୍ଣିତ
କଥା।ମହାପ୍ରଭୁଙ୍କ ଦର୍ଶନ ରଥଯାତ୍ରାର ଅପୂର୍ବ ଶାନ୍ତି ମିଳେ।ଭକ୍ତ ଓ ଭଗବାନଙ୍କ ଲୀଳା
ଏ ବର୍ଷ ବଡ ଦଣ୍ଡରେ ରନ୍ଧନ ଖାଦ୍ୟ ବଣ୍ଟନ ବନ୍ଦ କରାଯାଇଅଛି। ଶୁଖିଲା ଖାଦ୍ୟ ମିଳିବ।
ବହୁତ ସେଛାସେବି ସଂଗଠନ ପୁରୀ ଯାଆନ୍ତି। ଭକ୍ତ ମାନଙ୍କ ସେବା କରନ୍ତି। ଜୟ ଗୋପାଳ ଓଡ଼ିଶା ନିୟୁଜ ପରିବାର
ତରଫରୁ ଅଭିନନ୍ଦନ
ଜୟ ଜଗନ୍ନାଥ ସ୍ବାମୀ ।
