ସମୟ ଅସ୍ତ ,ଦିନର ସୂର୍ୟ

ଜୟ ଶ୍ରୀ ଜଗନାଥ ,ଓଡ଼ିଶା ରାଜ୍ୟ ଗୋପାଳ ସମାଜ ,ଗୋପାଳ ଜାତିର ସଂଗଠନ । ଯୁବ ନେତୃବୃନ୍ଦ ମିଳିତ ଭାବରେ ଏକାଟି ହୋଇ

ସମାଜ ସାମାଜିକ ଉରନ୍ନତି ମୂଳ ଲକ୍ଷ୍ୟ ।

ଅସ୍ତ ସୁର୍ଯ କ୍ଳ।ନ୍ତ ଆଲୋକ

ଧୀରେ ଧୀରେ ପାହାଡ ପଛେ ଲୁଚିଯାଏ

ତାଙ୍କ ପଛେ ରହିଥାଏ ,

ଗୋଟିଏ ମନରୁ ମନକୁ ଛୁଆଇଥିବା ସୁନା ଆଉ ।

ଏହି ଆଲୋକ ନିର୍ଜନ ରାସ୍ତ। କୁ

କି ଅପରମିତ ମାୟା ହୋଇଥାଏ ।

ମାଣିବାକୁ ହେବ ସମୟ ଆମ ପାଇ ଜରୁରୀ ଅଟେ ।

Tags :

Recent Posts

Leave a Reply

Your email address will not be published. Required fields are marked *

editors picks

Top Reviews