ଆଜିର ଖବର , ଓଡ଼ିଶା

ଆଜିର, ମୂଖ୍ୟ ଖବର
ଭାରତ ମାଟିରେ ଗଜିଲା f-36, ଲଢ଼ୁଆ ବିମାନ । ପାକିସ୍ଥାନ ବଂଦ କଲ ଆକାଶ ପଥ, ଏବେ ଚୀନ ଉପରେ ଭରସା।
ଓଡ଼ିଶା ସରକାରଙ୍କ ପକ୍ଷରୁ ବନ୍ୟା, ସହାୟତା,୪ଟି ଜିଲ୍ଲା ପାଇଁ ୧୦କୋଟି ରିଲିଫ src ,
ଓଡ଼ିଶାର ମୁଖ୍ୟମନ୍ତ୍ରୀ ବାସଭବନରେ ବିଜେପି ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ।ବହୁ ବିଧାୟକ, ମନ୍ତ୍ରୀ ଏହି ବୈଠକରେ ଯୋଗ ଦେଇଛନ୍ତି।
ବନ୍ୟା ଜଳରେ ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ବହୁତ ଲୋକ ବନ୍ୟା ଜଳରେ ହଇରାଣ।
ଓଡ଼ିଶାରେ ଆଜି ଜାତୀୟ କଂଗ୍ରେସ ଦଳ ପକ୍ଷରୁ ମେମେଡିଆର ଆଇନକୁ ବିରୋଧ। ହଜାର ଲୋକ ଆସିଥିଲେ ।
୩୦,୯,୨୦୨୬, ନବ ନିର୍ମାଣ କୃଷକ ସଂଗଠନ ତରଫରୁ ଆସନ୍ତାକାଲି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।

Tags :

Recent Posts

Leave a Reply

Your email address will not be published. Required fields are marked *

editors picks

Top Reviews