ନିଶା ସେବନ ଠାରୁ ଦୁରେଇ ରୁହନ୍ତୁ

ଆଜିର ସମାଜ ,ଯୁବପିଢି ଭାବରେ ଆମକୁ ବୁଝିବାକୁ ପଡିବ ଯେ ,ମାନବ ସଭ୍ୟତା ବିଶ୍ୱରେ ସବୁଆଡେ ନିଶା ସେବନ

ବଡଚିନ୍ତା ଜନକ ସମସ୍ୟା । GEN Z ,ମହିଳା ସଂଗଠନ ,ସାମାଜିକ ସଂଗଠନ ମିଲତ ଭାବରେ ଏକତିତ୍ର ହୋଇ

କିପରି ସମସ୍ତେ ନିଶା ସେବନରୁ ଦୁରେଇ ରହିବେ ଓଡ଼ିଶା ଗୋପାଳ ସମାଜ ତରଫରୁ ନିବେଦନ ।

ନିଶାର ପ୍ରଭାବରେ ଲକ୍ଷ ଲକ୍ଷ gen z ଭବିଷତ ନଷ୍ଟ ହେଉଛି । ପରିବାର ଆଥିକ ପରିସ୍ଥିତ ଖରପେ ହେଉଛି ।

ଗାଁ ଗହଳି ,ବଜର ,ହାଟ ,ସହର ଜିଲ୍ଲା ,ରାଜ୍ୟ ,ଦେଶ ,ବିଦେଶ ଓ ବିଶ୍ୱରେ ଆଜି ନିଶା ସବୁଆଡେ ବଡ ଚିନ୍ତ।

ସମସ୍ତେ ଶପଥ ନେବା ,ନିଶ।ମୁକ୍ତି ଅଭିଯାନ ସମିଲି ହୋଇ ,ଯବ ପିଢି ନିଶା ସବନରୁ ଦୁରେଇ ରହିବା .

ଜୟ ଗୋପାଳ ଓଡ଼ିଶା ନିଉଜୁ ତରଫରୁ ଏତିକି ନିବେଦନ ।

Tags :

Recent Posts

Leave a Reply

Your email address will not be published. Required fields are marked *

editors picks

Top Reviews