ପନୀର ଛେନା ଅପମିଶ୍ରଣ ,କିଛି ଅସାଧୁ ବେବସାୟୀ ଅ ସବୁ କାମ କରିଛନ୍ତି । କଟକ ଜିଲ୍ଲା ନିଆଳି ଛେନା ,ପନୀର ସବୁଆଡେ ପରିଚିତ ।
ହଜାର ହଜାର ଗୋପାଳ ପରିବାର ଜୀବନ ଜୀବିକା ସେମାନଙ୍କ ପରିବାର ଚାଳିଥାଏ । ନିଆଳି ଛେନା ଓଡ଼ିଶାରେ ସ୍ପେଶଲ୍ ମନପସନ୍ଦ .
ନିଆଳିରୁ ଟନ ଟନ ଛେନା ପନୀର କଟକ ସହର ,ସୁଇଟ ଦୋକାନରେ ଓ ଭୁବନେଶୋର ମିଠା ଦୋକାନରେ ପ୍ରତିଦିନ ଯାଇଥାଏ ।
ରସଗୋଲା ,ଛେନାପୋଡା ଓଡ଼ିଶାରେ ସବୁ ଲୋକଙ୍କ ଅତିପ୍ରିୟ .ବିବାହ ଭୋଜି ,ବଡ ବଡ ଭୋଜିରେ ଛେନ। ଖିରୀ ବଢିଆ ଲାଗେ ।
ଓଡ଼ିଶାରେ ଗୋପାଳ ଜାତିର ଲୋକମାନେ କ୍ଷୀର ,ଦହି ,ଛେନ।,ପନୀର ,ଖୁଆ ,ପେଡା ,ଗାଈ ଘିଅ ,ମଇଁଷି ଘିଅ , ଗାଈ ମଇଁଷ
କ୍ଷୀରରୁ ତିଆରି କରନ୍ତି । ସମାନେ କରମଠ ପ୍ରରି ଶମି ,ଦିନ ରାତି ନିଜ ଜୀବନ ଜୀବିକା ,ପରିବାର ଚଳନ୍ତି ।
କାଠିଲଅଡି ଗୋପାଳ ପିଲାମ।ନଙ୍କ ନାଚଗୀତ ପ୍ରୋଗ୍ରାମ ,ମନୋରଂଜନ ପାଇ ଯାଇନ୍ତି । ଆଜି ପରାଜନ୍ତେ କଳାକାର ଭତ୍ତା ପାଇନାହାନ୍ତି ।
Jay Gopal Odisha News କଟକ, ଜୟ ଶ୍ରୀ କୃଷ୍ଣ ଜୟ ଗୋପଳ .
