ଆଜି ତା୧,୧,୨୦୨୬,ରବିବାର ଅଗ୍ନିଉତ୍ସବ ପାଳନ। ଓଡ଼ିଶାବାସୀଙ୍କ ମିଳିମିଶି ଅଗିଜଳା ପୂର୍ଣ୍ଣମୀ ପାଳନ କରନ୍ତି।
ଓଡ଼ିଶାର ସବୁ ଗାଁର ଲୋକମାନେ ଏକତ୍ରୀତ ହୋଇ, ଗାଁର ଶେଷ, କିମ୍ବ ଆରମ୍ଭ ଖୋଲାପଡିଆରେ
ଅଗ୍ନିଜଳା ଉତ୍ସବ ପାଳନ କରନ୍ତି। ହିନ୍ଦୁମାନଙ୍କ ଧର୍ମୟ ଭାବାନା ରହିଛି।ସଂନ୍ଧ୍ଯାଧୂପ ପରେ
ଗାଁର ଗ୍ରାମବାସୀମାନେ ମିଳିତ ହୋଇ ଏହି ଉତ୍ସବ ଆୟୋଜନ କରାଯାଇ ଥାଏ।ସମସ୍ତ ଘରୁ
ନଡା ଆଣନ୍ତି। ଆମ କଳା ଓଡ଼ିଶାର ସଂସ୍କୃତି ।ଜୟ ଜଗନ୍ନାଥ।
