ଆଜି ଭାରତ ବନ୍ଦ, ସବୁ ରାଜ୍ଯରେ ୧୪ଟି ଶ୍ରମିକ ସଂଗଠନ ଓ ୫ଟି ବାମଦଳ, ପୋଷ୍ଟାଲ, ପରିବହନ ଓ ନିର୍ମାଣ ବିଭାଗ କର୍ମଚାରୀ,ବହୁ ଶ୍ରମିକ ସଂଗଠନ ମିଳିତ ଭାବରେ ଧର୍ମ ଘଟ।ଓଡ଼ିଶାରେ ବନ୍ଦ ଡାକରା ଦିଆଯାଇଛି।
ରାଜନୈତିକ ଦଳ ବିଜେଡି,କଂଗ୍ରେସ ଦଳର ସମର୍ଥନ ରହିବ।ଆଜି ସକାଳ ୬ଟାରୁ ସଂନ୍ଧ୍ଯା ୬ ଘଟିକା ପର୍ଯ୍ୟନ୍ତ
ବନ୍ଦ ରହିବ।ଏହି ବନ୍ଦ ପାଳନ ଧର୍ମଘଟ ଡ଼ାକରା ନୈତିକ ସମର୍ଥନ ସବୁ ଶ୍ରମିକ ତରଫରୁ ସୂଚନା ମିଳିଛି।
ରାଜ୍ୟରେ ସବୁ ଘରୋଇ ସ୍କୁଲ କଲେଜ ବନ୍ଦ ରଖିବାକୁ ଅଭିଭାବକ ସଂଘ ଦାବି କରିଛନ୍ତି।
