ଗୋପାଳଙ୍କ କାଠିଲଉଡି

ଓଡ଼ିଶାରାଜ୍ୟର ଗୋପାଳ ଭାଇମାନଙ୍କର କାଠିଲଉଡିର ନାଚଗୀତ ପୋଗ୍ରାମ। ଅତି ସୁନ୍ଦର।

ଦୋଳ ପୂର୍ଣ୍ଣମୀର ପର୍ବ ଆସିଲେ ଗୋପାଳ ସମାଜ ତରଫରୁ ବିଭିନ୍ନ ପ୍ରକାର କଳାକାର ଭାଇମାନଙ୍କର

ନାଚଗୀତ ଆନନ୍ଦିତ। ଜଗତସିଂହପୁର ଜିଲ୍ଲାର ଗୋପାଳ ଭାଇମାନଙ୍କର ଏକତା ସବୁବେଳ ରହିଅଛି।

ବିଭିନ୍ନ ପ୍ରକାରର ଗୀତର ତାଳେ ନୃତ୍ଯ ପରିବେଷଣ କରାଯାଏ। ଜଗତସିଂହପୁର ଜିଲ୍ଲାରେ୧୦୦ରୁ

ଅଧିକ କାଠିଲଉଡି ଦଳ ଅଛି।କଳାକାର ଭାଇମାନେ ୨୦୨୬ ଦୋଳ ପୂର୍ଣ୍ଣମୀର ପର୍ବ ନିମନ୍ତେ

ଆଖଡଶାଳରେ ରେଲେସେଲେ ଶିଖନ୍ତି। ପ୍ରତି ବର୍ଷ ପରି ଏବର୍ଷ ନୂତନ ଗୀତ ସହ ବିଭିନ୍ନ ରଙ୍ଗର ପୋଷାକ ପରିଧାନ କରିନ୍ତି।

ଜୟ ଶ୍ରକୃଷ୍ଣ, ଜୟ ଗୋପାଳ।

Tags :

Recent Posts

Leave a Reply

Your email address will not be published. Required fields are marked *

editors picks

Top Reviews