ଆଜି ତା ୨୮.୨.୨୦୨୬ ମହାରାଷ୍ଟ୍ରର ଉପ ମୂଖ୍ଯମନ୍ତ୍ରୀ ଶ୍ରୀ ଯୁକ୍ତ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ।
ଘଟଣା ବଡ ଦୁଃଖର ଖବର। ଭାରତର ସମସ୍ତ ରାଜନୈତିକ ଦଳର ନେତାମାନେ ଗଭୀର ମର୍ମାହତ।
ବାରମତିରେ ବିମାନ ଅବତରଣ ସମୟରେ ଏହି ଅଘଟଣ ହୋଇଛି।ଜୟ ଗୋପାଳ ଓଡ଼ିଶା ନିୟୁଜ ପରିବାର
ତରଫରୁ ଅଶୁଳ ଶ୍ରଦ୍ଧାଜଂଳି।
