ଓଡ଼ିଶା

ଆଜି ମହା ବିଷୁବ ପଣା ସଂକ୍ରାନ୍ତି,ଓଡିଶାରେ ନୂତନ ବର୍ଷ ଆରମ୍ଭ। ନୂତନ ପାଞ୍ଜି ପ୍ରଚଳନ। ଆମ ଏତିହ୍ଯ ପରମ୍ପରାଗତ ପ୍ରତି ଓଡ଼ିଆର ଘରେ ଘରେ ଏହି ପର୍ବ ପାଳନ କରାଯାଏ। ଓଡ଼ିଶାବାସୀ ସବୁବର୍ଷ ପରି ୨୦୨୭ ନୂତନ ବର୍ଷ

ପଣା ସଂକ୍ରାନ୍ତିରେ ପାଳନ କରିଛନ୍ତି। ସବୁ ମନ୍ଦିର ଦର୍ଶନ ହଜାରହଜାର ଭକ୍ତ ସମାଗମ।

ଆଜି ଘଟଗାଁ ତାରିଣୀ ମନ୍ଦିର ହଜାରହଜାର ଭକ୍ତ ସମାଗମ। କାକଟପୁର ମା ମଙ୍ଗଳାଙ୍କ ମନ୍ଦିର ଝାମୁ ଯାତ୍ରାର ଶୁଭାରମ୍ଭ।

ଝଙ୍କଡ଼ର ସାରଳା, ଗଞ୍ଜାମ ଜିଲ୍ଲାର ତାରାତାରିଣୀଙ୍କ ମନ୍ଦିର, ସବୁ ଦେବା ଦେବୀଙ୍କ ମନ୍ଦିର ପ୍ରବଳ ଭକ୍ତ ସମାଗମ।

ମାସ ମାସ ଧରି ଦଣ୍ଡ ନାଚ ଆଜି ଶେଷ ହୋଇଥାଏ। ଲୋକ ମାନେ ବେଲପଣା, ଦହିପାଣି,

ସରବତ, ଦେବା ଦେବୀଙ୍କ ମନ୍ଦିର ଦାନ କରନ୍ତି। ଆମେ ଓଡ଼ିଆ ଆମ ଜାତି ବଢିଆ। ଓଡ଼ିଆ

ମାନଙ୍କ ବାର ମାସରେ ତେର ପର୍ବ। ମହା ବିଷୁବ ପଣା ସଂକ୍ରାନ୍ତି ନିଆରା ପରମ୍ପରାର ଝଲକ।

ପୁରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ଦର୍ଶନ। ଶ୍ରୀ ମନ୍ଦିର ନୂତନ ପାଞ୍ଜି ପ୍ରଚଳନ। ଓଡ଼ିଶାବାସୀ ଘରେ ଘରେ

ନୂତନ ପାଞ୍ଜି ପ୍ରଚଳନ କରାଯାଏ। ଆମ ଓଡ଼ିଆଙ୍କ ଏତିହ୍ଯ ପରମ୍ପରାର ରହିଛି।ଜୟ ଜଗନ୍ନାଥ।

Tags :

Recent Posts

Leave a Reply

Your email address will not be published. Required fields are marked *

editors picks

Top Reviews