ଗୋପାଳ ଜାତିର ଧର୍ମ ଗୁରୁ,ତାଙ୍କ ପାଦତଳେ ଶରଂଣ

ଓଡ଼ିଶାର ଧର୍ମ ସଂସ୍କୃତି ଧର୍ମୟ ଚେତନା, ଧର୍ମୀୟ ଅନୁଭୂତି ଧର୍ମ ପଚାର ନିମନ୍ତ ପଞ୍ଚସଖା ଆବିର୍ଭାବ ହୋଇଥିଲେ।

ସହି ମହାପୁରୁଷ ମାନେ ହେଲେ ଅଛୁତାନଦ ଦାସ,ଅନନ୍ତ ଦାସ,ଯଶୋବନ୍ତ ଦାସ, ବଳରମ ଦାସ ଓ

ଜଗନ୍ନାଥ ଦାସ। ଅଛୁତାନଦ ମହାପୁରୁଷ ଆଜି ତା-୨୯,୧,୨୦୨୬ ନେମଳା ବଳରେ

ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। କଟକ ଜିଲ୍ଲାର ସମସ୍ତ ହିନ୍ଦୁମାନେ

ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରନ୍ତି। ଯଥା-ଭଜନ କିର୍ତ୍ତୀନ, ଗୋପାଳ ଭାଇମାନଙ୍କର କାଠିଲଉଡିର ନାଚଗୀତ। ବାଡିଖେଳ, ଲଉଡ଼ିଖେଳ, ।ବାର ମାସର ତେର ପର୍ବ। ଅଛୁତାନଦ ମହାପୁରୁଷ

ଜଣେ ସାଧକ ଥିଲେ।ଅସାଧାରଣ କାର୍ଯ୍ୟ ମାଳିକା ବର୍ଣ୍ଣିତ ପଞ୍ଚସଖାଙ୍କ ଅତୁଳନୀୟ ଅବଦାନ।

ଗୋପାଳ ଜାତିର ଧର୍ମ ଗୁରୁ,ତାଙ୍କ ପାଦତଳେ ଶରଂଣ।

Tags :

Recent Posts

Leave a Reply

Your email address will not be published. Required fields are marked *

editors picks

Top Reviews