ଭୁବନେଶ୍ଵର ଜାତୀୟ ରାଜପଥ ଉପରେ ଶ୍ରମିକ ସଂଗଠନ ତରଫରୁ ରାସ୍ତାରୋକ

ଆଜି ଭୁବନେଶ୍ଵର ଜାତୀୟ ରାଜପଥ ଉପରେ ଶ୍ରମିକ ସଂଗଠନ ତରଫରୁ ରାସ୍ତାରୋକ କରିଥିଥିଲେ।

ଦିର୍ଘ ସମୟ ଧରି ରାଜରାସ୍ତା ବସ୍ ଟ୍ରକ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ସାଧାରଣ ଲୋକ ଯିବାଆସିବ

ଅସୁବିଧାର ସମ୍ମୁଖିନ ହୋଇଥିଲେ।ରାସ୍ତ ଉପରେ ଶହ ଶହ ଗାଡି ଅଟକି ରହିଥିଲା।ପେଟ୍ରୋଲ ପମ୍ପ

ବନ୍ଦ ରହିଛି।ବସଷ୍ଟାଣ୍ଡ ଖାଲି,ବିଭିନ୍ନ ସ୍ଥାନରେ ଶ୍ରମିକ ମାନଙ୍କ ରେଳ ଷ୍ଟେସନରେ ରେଳରୋକ କରିଥିଲେ।

ଆଜି ବିକ୍ଷୋଭକାରୀ ପୋଲିସ କର୍ମଚାରୀଙ୍କ ମଧ୍ଯରେ ଠେଲାପେଲା ହୋଇଥିଲା ଆଜି ସବୁଆଡେ

ବନ୍ଦ ପ୍ରଭାବ ପଡଛି।

Tags :

Recent Posts

Leave a Reply

Your email address will not be published. Required fields are marked *

editors picks

Top Reviews