
ଓଡ଼ିଶା ରାଜ୍ୟର ଆଜି ଦିନର ଖବର ତା ୨୮ ,୯ ,୨୦୨୬ ସୋମବାର ,ଶେଷ ହେଲା ଓଡ଼ିଶାର ମୌସୁମି ଅଧିବେଶନ ।
ଆଜି ଭୁବନେଶ୍ବର ଗାନ୍ଧୀ ମାର୍ଗ ଲୋୟର ପିଏମଜି ଠାରେ ଓଡ଼ିଶାର ବିରୋଧୀ ଦଳର ନେତା ନବୀନ ପଟ୍ଟନାଯକ ବିଶାଳ ରାଲି କରିଥିଲେ ।
ଏହି ର।ଲିରେ ସୁଜାତା ରାଉତ ଯୋଗ ଦେଇଥିଲେ । M M D R ଆଇନିକୁ ବିରୋଧ ଜାରି ରହିବା ।
ସରକାରୀ ଟଙ୍କା ହଡପ କରି ବନଲତା ମହାନ୍ତି କୋଟି କୋଟି ଟଙ୍କା ହଡପ କରି ଅୟସ କରୁଥିଲେ ।
ମହାନଦୀରେ ମାଡି ଆସୁଛି ବନ୍ୟା ଜଳ ,୩୦ ଟି ଗେଟ ହୀରାକୁଦ ଖୋଲାଅଛି । ଛାତିସିଗଡରେ ଉପର ମୁଣ୍ଡ ପ୍ରବଳ ବରଷା ଜଳ
ଓଡ଼ିଶାରେ ବନ୍ୟା ଦେଖା ଦେଇଛି ।
କଟକ ଜିଲ୍ଲାର ନିଆଳି ଚେନ୍ନା ,ପନିରୀ ଗୋପାଳ ଜାତିର ଲୋକମାନେ ସାଧାରଣ ସଭା କରି ସରକାର ପାଖକୁ ଏକ ଦାବି ପତ୍ର
ଦେଇଛନ୍ତି । ନିଆଳି ଛେନା ଆମ ପରିଚୟ । କିଛି ଲୋକ ଅପମିଶ୍ରଣ କରିଛନ୍ତି । ଆଗକୁ ଆଉ ଏମିତି ହେବନି ।
ଜୟ ଶ୍ରୀକୃଷ୍ଣ ,ଜୟ ଗୋପାଳ .
